ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଖାଳ ଭୋଗ ଓ ଅନ୍ୟ AI ଭିଡ଼ିଓ ଫିଲ୍ମ କାହାଣୀ ଲୋକାର୍ପିତ l

ଭୁବନେଶ୍ୱର,୧୫/୦୧(ଲିପିକା ରାଣୀ ରାଉତ ):-ଦାରୁ ବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ପଖାଳ ଭୋଗ, ଶ୍ରୀ ମନ୍ଦିର ରେ ପଇତା ଲାଗି ନୀତି, ବାଇଶି ପାହାଚ ଶ୍ରୀମନ୍ଦୀର ପୁରୀ ଓ AI ଡିଜିଟାଲ ରେ କରାଯାଇ ଥିବା ଅନ୍ୟ ଭିଡ଼ିଓ ଫିଲ୍ମ୍ ପବିତ୍ର ମକର ସଂକ୍ରାନ୍ତି ଅବସର ରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ୟୁ ଟବ୍ ରେ ଲୋକାର୍ପଣ କରଯାଇଛି* ସଦସ୍ୟ ଦୀପକ ରାଉତଙ୍କ ବ୍ୟବସାୟିକ ଅନୁଷ୍ଠାନର ବାର୍ଷିକୀ ପାଳନ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ, ଡ ନାରାୟଣ ମହାପାତ୍ର ଓ ସଦସ୍ୟ ସୁବାସ ଜଗତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବ ରେ ଦାରୁ ବ୍ରହ୍ମ ଶ୍ରୀ ଜଗନ୍ନାଥ ଙ୍କ ପଖାଳ ଭୋଗ, ଶ୍ରୀ ମନ୍ଦିର ରେ ପଇତା ଲାଗି ନୀତି, ଶ୍ରୀ ମନ୍ଦିର ର ବାଇଶି ପାହାଚ ଓ AI ରେ କରାଯାଇଥିବା ଭିଡିଓ କାହାଣୀ ଗୁଡ଼ିକ ୟୁ ଟବ୍ ରେ ଲୋକାର୍ପିତ କରାଯାଇଛି ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଦେବଙ୍କ ସହ ସିଧାସଳଖ ଜଡିତ ଏକ ପବିତ୍ର ପର୍ବ।ଏହି ଦିନ ସୂର୍ଯ୍ୟଦେବ ଉତ୍ତରାୟଣରେ ପ୍ରବେଶ କରନ୍ତି। ମକର ସଂକ୍ରାନ୍ତି ଦିନ ଗଙ୍ଗା ସାଗରରେ ସ୍ନାନ କରିବାକୁ ମହାପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ। ଅତୀତରେ ଦିନରେ ପୁର ପଲ୍ଲୀରେ ଗୋଟିଏ ପରମ୍ପରା ଥାଏ ତିଳ-ଗୁଡ଼ , ମିଠା ପରି ପାରମ୍ପରିକ ମିଠା ସେବନ କରାଯାଏ ତିଳ ଶରୀରକୁ ଉଷ୍ମତା ଦେଇଥାଏ, ଗୁଡ଼ ଶୁଦ୍ଧତା ଓ ମଧୁରତାର ଭରି ଦେଇଥାଏ। ଅର୍ଥାତ୍ ସ୍ୱାସ୍ଥ୍ୟ ଭଲ ରହେ, ସମ୍ପର୍କ ମଧୁର ମୟହୁଏ। ଶ୍ରୀମତୀ ମମତା ରାଣୀ ରାଉତ ଶ୍ରୀମତୀ ଉର୍ମିଳା ଜଗତି ରେଣୁବାଳା ରାଉତ ଦିଲ୍ଲିପ ରାଉତ, ସୁରେଶ ବେଗ ବିରଞ୍ଚି ମହାନ୍ତି ପାରିବାର ଅନ୍ୟ ସଦସ୍ୟ ମନେ ଉପସ୍ଥିତ ରହି ସହଯୋଗ କରି ଥିଲେ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img