ନୂଆଦିଲ୍ଲୀ,୧୪/୦୧(କଳିଙ୍ଗ ଜାଗରଣ ବ୍ୟୁରୋ):-ନୂଆଦିଲ୍ଲୀ ଗ୍ରେଟର ନୋଏଡାର ସୂରଯପୁର ଅଞ୍ଚଳର ଜଣେ ଯବାନଙ୍କୁ ସେୟାର ବଜାରରେ ପ୍ରଚୁର ଲାଭ ଲୋଭ ଦେଖାଇ ୫୧ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ। ଠକମାନେ ଜଣେ ଯୁବତୀଙ୍କ ମାଧ୍ୟମରେ ଯବାନଙ୍କୁ ଜାଲରେ ଫସାଇ ଏକ ନକଲି ଟ୍ରେଡିଂ ଆପ୍ ଜରିଆରେ ତାଙ୍କୁ ଠକିଛନ୍ତି। ଏବଂ ଯବାନଙ୍କ ନାମ ରାଜେଶ କୁମାର ବୋଲି ସୂଚନା ।




