କ୍ୟାପିଟାଲ ହସ୍ପିଟାଲରେ ଯୋଡ଼ି ହେଲା ଆଉ ଏକ ଇତିହାସ l

ଭୁବନେଶ୍ୱର,୦୭/୧(ଲିପିକା ରାଣୀ ରାଉତ ):-ସରକାରୀ ମେଡ଼ିକାଲରେ ହେଲା ପ୍ରଥମ ଥର ହେଲା ଅସ୍ତ୍ରୋପଚାର। ହାର୍ଟ ମଧ୍ୟରେ ଥିବା ଆୟୋଟିକ ଭଲଭ ବନ୍ଦ ହେବାରୁଓପନ ହାର୍ଟ ସର୍ଜରୀ ନୁହେଁ, କ୍ୟlଥେଡର ପାଇପ ସାହାଯ୍ୟରେ ଲାଗିଲା ଆଟିଫିସିଆ ଆୟୋଟିକ ଭଲଭ।ଏହି ଆୟୋଟିକ ଭଲଭ ଦେଇ ହାର୍ଟ ରୁ ମୁଖ୍ୟ ଧମନୀକୁ ରକ୍ତ ଯିବା ଆସିବା କରିଥାଏ। ଏହି ଭଲଭ ବନ୍ଦ ହୋଇଯିବାରୁ ରୋଗୀର ହୋଇଥାଏ ଓପନ ହାର୍ଟ ସର୍ଜରୀ। ବେସରକାରୀ ଭାବରେ ୨୦ – ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ମାଗଣାରେ କ୍ୟାପିଟାଲ ହସ୍ପିଟାଲରେ ଏହା ସଫଳ ହୋଇଛି । ଜଣାଶୁଣା ହୃଦରୋଗ ବିଭାଗର ମୁଖ୍ୟ ଡକ୍ଟର ପି. କେ ଦାସ, ଡ଼କ୍ଟର ସୁଶାନ୍ତ ସାହୁ , ଡକ୍ଟର୍ ସିଦ୍ଧାର୍ଥ ଏସ ପଟ୍ଟନାୟକ , ଡକ୍ଟର ସାଗର ନାୟକ, ଙ୍କ ସହିତ ଓପିଡି, କ୍ୟଥୋଲ୍ୟାବ, ଆଇସିୟୁ ଓ ୱାର୍ଡ ଟିମ୍ ଜଣ ଲାଗିଥିଲେ ଏହି ଅସ୍ତ୍ରୋପଚାର କାମରେ ଲାଗିଥିଲେ ।ଜଗତସିଂହପୁରର ୭୧ ବର୍ଷୀୟ ସୁଲକ ସୁନ୍ଦର ମହାନ୍ତିଙ୍କର ଆଓଟିକ ଭାଲବ୍ ଖରାପ ଥିବାରୁ ଅନେକ ମେଡ଼ିକାଲ ଯାଇଥିଲେ । ପ୍ରଥମେ ସୁଲକ ସୁନ୍ଦର କଟକ ଯାଇଥିଲେ। ସେଠାରୁ ପୁଣି ଏକ ଘରୋଇ ମେଡିକାଲ। ହାର୍ଟ ଡକ୍ଟର କହିଥିଲେ କି ଆୟୋଟିକ ଭଲଭ ଲାଗିବ ନଚେତ୍ ଓପନ ହାର୍ଟ ସର୍ଜରୀ ହେବ। ସୁଲକ ଙ୍କ ପତ୍ନୀ ପୁଷ୍ପଲତା ଏ ନେଇ କ୍ୟାପିଟାଲ ହସ୍ପିଟାଲ ର ହୃଦରୋଗ ବିଭାଗର ମୁଖ୍ୟ ପି.କେ ଦାସ ଙ୍କୁ ସାକ୍ଷାତ କରିବା ପରେ ବାଟ ଫିଟିଥିଲା। ବୟସ ୭0 ପାର ହୋଇଥିବାରୁ ଡକ୍ଟର ଟିମ୍ ଓପନ ହାର୍ଟ ସର୍ଜରୀ ନକରି ଦୁଇଟି ଜଙ୍ଘରେ କ୍ୟାଥେଟର ମାଧ୍ୟମରେ ନୂତନ ଆଟିଫିସିଆଲ ଆଓଟିକ୍ ଭାଲବ୍ ଲଗା ହେଲା । ଏହି ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି। ଯେଉଁଠି ଓପନ ହାର୍ଟ ସର୍ଜରୀ କଲେ ୬-୭ ଘଣ୍ଟା ସମୟ ଲାଗେ, ରୋଗୀ ୭ ଦିନ ବେଡ ରହିବା ପରେ ଚାଲବୁଲା କରିଥାଏ। କିନ୍ତୁ ଏଭଳି ଅପରେସନ କ୍ଷେତ୍ରରେ ମାତ୍ର ୪ ଘଣ୍ଟାରେ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଥାଏ। ସରକାରଙ୍କ ଓ ଡାକ୍ତରଙ୍କ ପକ୍ଷରୁ ଏଭଳି ସାହାଯ୍ୟ ପାଇ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ସରକାର ଏବଂ କ୍ୟାପିଟାଲ ହସ୍ପିଟାଲ I

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img