Thursday, June 4, 2026
15.8 C
London

ଶିବାନନ୍ଦ ସ୍କୁଲ୍ ଠାରେ ଅନୁଷ୍ଠିତ ଦିବ୍ୟଜୀବନ ସଂଘର ଚତୁର୍ଦ୍ଦିବସୀୟ ସାଧନା ଶିବିର ଉଦଯାପିତ।

ଭୁବନେଶ୍ୱର ୨୭/୧୨(ଲିପିକା ରାଣୀ ରାଉତ):-ଖଣ୍ଡଗିରିର ଶିବାନନ୍ଦ ସ୍କୁଲ୍ ରେ ୨୩.୧୨.୨୫ ରୁ ଆରମ୍ଭ ହୋଇ ଥିବା ସାଧନା ଶିବିର ଆଜି ଉଦଯାପିତ ହୋଇଛି। ବିଶ୍ଵ ଦିବ୍ୟଜୀବନ ସଂଘର ଉପସଭାପତି ପୂଜ୍ୟ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ଵତୀ ଆନୁଷ୍ଠାନିକ ଭାବେ ଦିବ୍ୟଜୀବନ ସଂଘର ପତକା ଉତ୍ତୋଳନ କରି ଶିବିରକୁ ଉତ୍ତଘାଟନ କରିଥିଲେ। ୪ ଦିନ ବ୍ୟାପୀ ଏହି ସାଧନା ଶିବିରରେ ବିଭିନ୍ନ ଧର୍ମ ଶାସ୍ତ୍ର ଉପରେ ସାଧୁ ସନ୍ଥ ଓ ବିଜ୍ଞ୍ ବ୍ୟକ୍ତିମାନେ ଉପସ୍ଥିତ ଲୋକମାନଙ୍କୁ ସରଳ ଭାଷାରେ ବୁଝାଇଥିଲେ। ଆଜିର ଉଜ୍ଜାପନୀ ଉତ୍ସବରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଉପସ୍ଥିତ ରହି ଲୋକମାନଙ୍କୁ ଦିବ୍ୟଜୀବନ ସଂଘ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା କିପରି ସୃଷ୍ଟି କରାଯାଉଛି ସେ ବିଷୟରେ କହିଥିଲେ। ଗଜପତି ମହାରାଜ ସାଧନ ଶିବିରରେ ଯୋଗଦେଇଥିବା ସାଧୁସନ୍ଥ ବିଦ୍ୟାଳୟର ଶିକ୍ଷକ ଓ ଅନ୍ତେବାସୀମାନଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାମୀ ଧର୍ମପ୍ରକାଶାନନ୍ଦ ସରସ୍ଵତି,ସ୍ବାମୀ ରମେଶ୍ୱରାନନ୍ଦ ସରସ୍ଵତୀ,ଡ. ହରେକୃଷ୍ଣ ଶତପଥୀ,ସ୍ବାମୀ ମାଧବାନନ୍ଦ ସରସ୍ଵତୀ , ସ୍ବାମୀ ସଦାନନ୍ଦ ସରସ୍ଵତୀ,ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ଓ ବହୁ ସାଧୁସନ୍ଥମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ସଂଗଠକ ଶ୍ରୀ ଜୟ ଚନ୍ଦ୍ର ନାୟକ୍ ସନ୍ତିପାଠ କରିବାପରେ ଶିବିରର ଶେଷ ହୋଇଥିଲା। ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ରାଉତରାୟ, ଅଧ୍ୟକ ମନୋଜ କୁମାର ଦାସ ଶିକ୍ଷକ ଓ ଅନ୍ତେବାସୀମାନଙ୍କ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img