Thursday, June 4, 2026
13.7 C
London

ବ୍ଳକ୍ ସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଟିତ l

କୁକୁଡାଖଣ୍ଡି,୨୧/୧୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ସ୍ତରୀୟ ଚଳିତବର୍ଷ ଖରିଫ ଋତୁ ରେ ଚାଷୀଙ୍କ ଅମଳିତ ଧାନ କ୍ରୟ ଲାଗି ବ୍ଲକ ରେ ଥିବା ୧୯ଟି ସମବାୟ ସମିତି ଏବଂ ୭ଟି ସ୍ୱୟଂ ସହାୟକ ଗ୍ରୁପ ମଣ୍ଡି ଜରିଆ ରେ ଧାନ ସଂଗ୍ରୟ ନିମନ୍ତେ ପ୍ରସ୍ତୁତି ବୈଠକ ବ୍ଲକର କନ୍ପରେନସ ହଲ ରେ ହୋଇଯାଇଛି l ବ୍ଲକ ରେ ଚଳିତବର୍ଷ ବ୍ଲକରେ ୭୮୫୬ ଚାଷୀ ଧାନ ବିକ୍ରୀ ନିମନ୍ତେ ସମବାୟ ଏଵଂ ମଣ୍ଡି ମାଧ୍ୟମ ରେ ଆବେଦନ କରିଛନ୍ତି l ଧାନ ସଂଗ୍ରୟ ନିମନ୍ତେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବା ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ କୁକୁଡ଼ାଖଣ୍ଡି ବ୍ଲକ ପକ୍ଷରୁ ଏଥିରେ ତହସିଲଦାର ରାଜ କିଶୋର ପଟନାୟକ, ଏବଂ ବିଡ଼ିଓ ପଲ୍ଲବୀ ସ୍ୱାଇଁ ଯୋଗ ଦେଇ ବ୍ୟବସ୍ଥିତ ଭାବେ ମଣ୍ଡି ପରିଚାଳନା କରିବା ଓ ଚାଷୀଙ୍କୁ ମଠିକ ମୂଲ୍ୟ ପ୍ରଦାନ ଉପରେ ଆଲୋକପାତ କରିଥିଲେ। କଟନି ଛଟନି ପ୍ରଥା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଚାଷୀଙ୍କୁ ଧାନ ଆଣିବା ନିମନ୍ତେ ଝୋଟ ବ୍ୟାଗ୍ ଅଖା ଯୋଗାଇଦେବା ଓ ମିଲର ମାନଙ୍କ ସମସ୍ୟା ପ୍ରସଙ୍ଗ ରେ ଉତ୍ତାପନ କରାଯାଉଥିଲା l

ଏଥିରେ ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁ ପ୍ରିୟା ପାତ୍ର, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ଦିଗପହଣ୍ଡି ଆର ଏମ ସି ସଭାପତି ଅରୁଣ ମିଶ୍ର, ବ୍ଲକ ଯୋଗାଣ ଅଧିକାରୀ ସୁଧକର ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ। ସମବାୟ ସମିତି ସମ୍ପାଦକ, ମିଲର ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚାଷୀ ଙ୍କ ଧାନ ଯେପରି ମଣ୍ଡି ଏବଂ ସମବାୟ କର୍ତ୍ତୃପକ୍ଷ ନିଜର ଖୋଲା ସ୍ଥାନ ମାନଙ୍କ ରେ ଯେପରି ସୁବ୍ୟବସ୍ତା ମାଧ୍ୟମ ରେ ଧାନ ଗଛିତ ରଖି ମିଲ କୁ ସ୍ଥାନାନ୍ତର କରିବେ ତାହା ନେଇ ଆଲୋଚନା କରାଯାଇଥିଲା ମଣ୍ଡି କର୍ତ୍ତୃପକ୍ଷ,ଯୋଗାଣ ଅଧିକାରୀ ସୁଧାକର ମଲ୍ଲିକ, ସାଂସଦ ପ୍ରତିନିଧି ସନ୍ତୋଷ ଚୌଧୁରୀ,ବ୍ଲକ ର ମିଲର, ପଞ୍ଚାୟତର ପିଇଓ, ସମବାୟ କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ l

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img