ଗୋପାଳପୂର ନିର୍ବାଚନ ମଣ୍ଡଳୀ ପଞ୍ଚାୟତ ମାନଙ୍କରେ ସାମୁହିକ ମହାଲକ୍ଷ୍ମୀ ପୁରାଣ ପାରାୟଣl

କୁକୁଡlଖଣ୍ଡି,୨୮/୧୧(ଇ ରଞ୍ଜନ):-ଗୋପାଳପୂର ନିର୍ବାଚନ ମଣ୍ଡଳୀ ପଞ୍ଚାୟତ ମାନଙ୍କରେ ସାମୁହିକ ମହାଲକ୍ଷ୍ମୀ ପୁରାଣ ପାରାୟଣ l କୁକୁଡlଖଣ୍ଡି ବ୍ଲକ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋରିଗାଁ, ମାଳତୀପାଟପୁର,ବରପଲ୍ଲୀ, ହୁଗୁଳlପଟ୍ଟା,ଜି.ଚଣ୍ଡୀପଦର ବାଲାଜୀପଲ୍ଲୀ,ଗୁରୁଣ୍ଠି, ଯୋଗିଆପଲ୍ଲୀ, ନିମଖଣ୍ଡି, ଲୋଚାପଡ଼ା ଗ୍ରାମ ମାନଙ୍କ ରେ ମାର୍ଗଶିର ମାସ ମାଣବସା କରି ମାଁ ମହାଲକ୍ଷ୍ମୀ ପୂଜନ ପ୍ରତ୍ୟେକ ଘର ମାନଙ୍କ ଙ୍କ ସକାଳୁ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ପୂଜା ନିମନ୍ତେ ନିତ୍ୟକର୍ମ ସମ୍ପର୍ଣ୍ଣ କରିଥାନ୍ତି l ଶେଷ ପର୍ଯ୍ୟାୟ ରେ ନୂଆ ଖାଇ ମାଁଙ୍କ ଆଶ୍ରିବାଦ କାମନା କରିଥାନ୍ତି ସମସ୍ତ ମହିଳା l ଏହି ମହାଲକ୍ଷ୍ମୀ ପୂଜନ କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗ୍ରାମ ମାନଙ୍କରେ ମହିଳା ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବା ନିମନ୍ତେ ପ୍ରୟାସ ଜାରିରଖିଛନ୍ତି ସ୍ଥାନୀୟ ବିଧାୟକ l ଆଜି ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକରଙ୍କ କ୍ୟାବିନେଟ ଖଣି ଇସ୍ପାତ,ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଧେଶ କ୍ରମେ କୁକୁଡ଼ାଖଣ୍ଡି ମନ୍ତ୍ରୀଙ୍କ ପ୍ରତିନିଧି ସୂର୍ଯ୍ୟମଣି ପାତ୍ର, ଲୋଚାପଡା ସରପଞ୍ଚ ଏଲ୍.ମୋହନ ଦାସ, ମଣ୍ଡଳ ସଭାପତି ଚନ୍ଦ୍ର ଶେଖର ଦାଶ, ପ୍ରତିନିଧି ରାଜେଶ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଗୋପାଳପୁର ନିର୍ବାଚନମଣ୍ଡଳୀର ୫ଖଣ୍ଡ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ମହିଳାଙ୍କ କଳସ ଯାତ୍ରା ରେ ସାମିଲ ହୋଇ ମାଁଙ୍କ ଆବାହନ କରି ସାମୂହିକ ଲକ୍ଷ୍ମୀ ପୁରାଣ ଗାନ ସହ ପ୍ରସାଦ ସେବନ ରେ ଯୋଗଦାନ କରି ମାଁଙ୍କ ଆଶିଷ ଭିକ୍ଷା କରିଛନ୍ତି l ମହିଳା ମାନେ ମଧ୍ୟ ଅତିଥି ମାନଙ୍କ ଯୋଗଦାନ କୁ ପ୍ରଶଂସା କରି ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img