ନିମଖଣ୍ଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ନିଶା ନିବାରଣ ସେଣ୍ଟରର ମାଲିକଙ୍କ ସମେତ ୨ଗିରଫ l

କୁକୁଡାଖଣ୍ଡି,୨୭/୧୧(ଇ ରଞ୍ଜନ ):-କୁକୁଡାଖଣ୍ଡି ମଦ୍ୟପାନ କୁ ରୋକିବା କୁ ନିଶା ନିବାରଣ କେନ୍ଦ୍ରର ସହାୟତା ଲଡିଥିଲେ ପରିବାର ଲୋକେ କିନ୍ତୁ ମଦ୍ୟପ ବ୍ୟକ୍ତି ଏବଂ ନିଶା ନିବାରଣ କର୍ମକର୍ତ୍ତା ଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇ ଗାଳିଗୁଲଜ ମାରପିଟ୍ କରି ହତ୍ୟା କରାଯାଇଥିବା ମୃତକ ଙ୍କ ମାଆ ସାଇବାଣୀ ନାୟକ ନିମଖଣ୍ଡି ଥାନ ରେ ଅଭିଯୋଗ କରିଥିଲେ l ନିମଖଣ୍ଡି ଥାନା ପୁଲିସ ୩୬୧/୨୫ ମାମଲା ରୁଜୁ କରି ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ତାଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ମିଲନ ନାୟକ (୨୫)ଙ୍କ ମୃତଦେହର ତଦନ୍ତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୁଲିସ l ପ୍ରାଥମିକ ତଦନ୍ତରେ ପୁଲିସ ଜାଣିବାକୁ ପାଇଲା ଯେ ଘଟଣା ଘଟିବା ଦିନ ମୃତ ମିଲନ ନାୟକ ଜଗଦଳପୁର ରୋଡ଼ରେ ଥିବା ବିକାଶ ଫାଉଣ୍ଡେସନ୍ ନିଶାନିବାରଣ କେନ୍ଦ୍ରରେ ବନ୍ଦୀ ରଖିଥିବାକୁ ନେଇ ବିରକ୍ତିକର ଲକ୍ଷଣ ଦେଖାଇଥିଲେ ସେଠାରେ ଥିବା କର୍ମକର୍ତ୍ତାଙ୍କୁ ମିଲନ ଅତ୍ୟନ୍ତ ଅଭଦ୍ର ଏବଂ ଅସ୍ୱାଭାବିକ ଭାବରେ ଆଚରଣ କରିଥିଲେ । ଏହାକୁ କେନ୍ଦ୍ର କରି ନିଶା ନିବାରଣ କେନ୍ଦ୍ରର ମାଲିକ ଅଶ୍ୱିନୀ କୁମାର ପାତ୍ର ଏବଂ ତାଙ୍କ ସହଯୋଗୀ ଅଂଶୁମାନ ଚୌଧୁରୀ ମୃତକ ମିଲନଙ୍କୁ ବାନ୍ଧ ଲାଠି ସାହାଯ୍ୟରେ ତାଙ୍କ ବେକ ଚାପି ଆକ୍ରମଣ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ଏହାକୁ ତଦନ୍ତ କରି ଦୁଇ ଜଣକୁ ପୁଲିସ ଗିରଫ କରିଥିଲା l ଅଭିଯୁକ୍ତ ଦୁଇ ହେଲେ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ବିଜୟ ବିହାର ଅଞ୍ଚଳର ଅଭିଯୁକ୍ତ ଅଶ୍ୱିନୀ କୁମାର ପାତ୍ର (୨୯ ବର୍ଷ) ଓରପ ମହେନ୍ଦ୍ର ପାତ୍ର, ଏବଂ ବିଏନପୁର ଥାନା ଅର୍ନ୍ତଗତ ଚନ୍ଦ୍ରପ୍ରଭା ନଗର ଅଞ୍ଚଳର ଅଂଶୁମାନ ଚୌଧୁରୀ (୨୭) ଉଭୟ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ସ୍ଥାନାନ୍ତର କରିଥିବା ସଦରଥାନା ଅଧିକାରୀ କୃଷ୍ଣ ସାହା ସୂଚନା ଦେଇଛନ୍ତି l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img