Friday, June 5, 2026
13.7 C
London

ଶ୍ରୀ ସତ୍ୟସାଇବାବାଙ୍କ ୧୦୦ ତମ ଜନ୍ମ ବାର୍ଷିକୋତ୍ସବ ପାଳିତ

ବାଲିଗୁଡା: ୨୪/୧୧/୨୫(ସୁକାନ୍ତ କୁମାର ତ୍ରିପାଠୀ):-କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଶ୍ରୀ ସତ୍ୟସାଇବାବାଙ୍କ ୧୦୦ ତମ ଜନ୍ମ ବାର୍ଷିକୋତ୍ସବ ସ୍ଥାନୀୟ ସାଇବିହାର ଠାରେ ପାଳିତ ହୋଇଯାଇଛି | ସମିତି ର ଆବାହକ ପ୍ରଦୀପ କୁମାର ବକ୍ସସି ଙ୍କ ଅଧ୍ଯକ୍ଷତାରେ ପ୍ରତ୍ଯୁଷରେ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତନ ଆୟୋଜନ ହୋଇଥିଲା । ଏନେଇ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ, ପ୍ରଶାନ୍ତି ପତାକା ଉତ୍ତୋଳନ, ଷୋଡ଼ ଶୋପଚାର ପୂଜା ଓ ହୋମ କାର୍ଯ୍ୟକ୍ରମ ଯଥାରିତି ନୀତି ଅନୁଯାୟୀ ହୋଇଥିଲା I ପରେପରେ ସତ୍ୟସାଇଙ୍କ ଫୋଟୋ ଚିତ୍ର କୁ ଏକ ସୁସଜ୍ଜିତ ରଥ ରେ ସମଗ୍ର ନଗର ପରିକ୍ରମା କରାଯାଇ ଥିଲା | ଏହି ଅବସରରେ ନାରାୟଣୀ ମାନଙ୍କୁ ରନ୍ଧା ଖାଦ୍ୟ ପୁଡିଆ ବଣ୍ଟନ କରିବା ସହିତ ଅନ୍ନ ପ୍ରସାଦ ର ବ୍ୟବସ୍ଥା ଚରାଯାଇଥିଲା|

ପରେ ପରେ ଅସହାୟ ଦୀନ ଦୁଃଖୀ ଲୋକ ମାନଙ୍କୁ ଲୁଗାପଟା ସହିତ ଶୀତବସ୍ତୁ ବଣ୍ଟନ କରାଯାଇଥିଲା |ସେବାଗ୍ରାମ, ପୋଷ୍ୟଗ୍ରାମ, ରୋଗୀ ମାନଙ୍କ ଘରକୁ ଯାଇ ବାବାଙ୍କ ଫୋଟୋ, ବିଭୁତି ଓ ପ୍ରସାଦ ବଣ୍ଟନ କରାଯାଇଥିଲା | ସନ୍ଧ୍ୟାରେ ଲିଖୂତ ଜପ ପରେ ପରେ ୧୦୦ ଗୋଟି ଦୀପ ପ୍ରଜ୍ଜଳନ କରାଯାଇ ବେଦ ପାଠ ସହିତ ଭଜନ କରି ସାଇଝୁଲା ରେ ଝୁଲାଇ କେକ କଟା ଯାଇଥିଲା ଶେଷରେ ବାଳବିକାଶ ପିଲାଙ୍କ ଦ୍ବାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ବାଳବିକାଶ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରି ମଙ୍ଗଳ ଆରତୀ କରି ସମାପନ କରାଯାଇଥିଲା I

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img