ମାଲକାନଗିରି,୧୯।୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ମାଲକାନଗିରି ଖଇରପୁଟ ବ୍ଲକ ଗୁମାଝରଣ ଜଳପ୍ରପାତରେ ଭାସି ଯାଇ ୨ ଜଣ ଛାତ୍ର ନିଖୋଜ। ୫ ଜଣ ଛାତ୍ର ଜଳପ୍ରପାତ ବୁଲିବାକୁ ଆସି ଜଳପ୍ରପାତରେ ଗାଧୋଇବା ବେଳେ ଅସାବଧାନତା ଯୋଗୁ ୩ ଜଣ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ନିଖୋଜ ଅଛନ୍ତି । ଏବଂ ଓଡ୍ରାଫ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି ।




