ଭୁବନେଶ୍ୱର,୧୯।୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ରାଜଧାନୀ ଭୁବନେଶ୍ଵରରେ ଅବକାରୀ ବିଭାଗ ୪୭୫ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିବା ସହ ୩ ଅଭିଯୁକ୍ତ ଗିରଫ କରିଛି l ଏବଂ ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବାବେଳେ ୩ ଅଭିଯୁକ୍ତ ହେଲେ ହାସିମ ଖାନ, ରବି ବାରିକ ଏବଂ ସୁଶାନ୍ତ କୁମାର ପରିଡ଼ା ।




