Sunday, November 9, 2025
14.2 C
London

କଟକ ସହରରେ କୋଠାର ବାଲକୋନୀ ଭୁଶୁଡ଼ି ପରିବାରର ୩ ଜଣଙ୍କର ମୃତ୍ୟୁ l

କଟକ,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ସହରର ମଣିସାହୁ ଛକରେ ଏକ ଆଜବେଷ୍ଟସ ଘର ଉପରେ କୋଠାର ବାଲକୋନୀ ଭୁଶୁଡ଼ି ପଡ଼ିବା ଫଳରେ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର । ମୃତକମାନେ ହେଲେ ଅବଦୁଲ ଜଲିଲ(୬୦), ଅବଦୁଲ ଜହିଦ(୩୦)।o ୪ ବର୍ଷୀୟ ଶିଶୁ ଅବଦୁଲ ମୁଜାହିଦ l, ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚାରି ଲକ୍ଷର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

Hot this week

ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ।

ଭୁବନେଶ୍ୱର,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା...

ଯାଜପୁର ଜିଲ୍ଲା ବରୁଆଁ ଖରସ୍ରୋତାରେ ଅଜଣା ପୋକର ଆତଙ୍କ ।

ଯାଜପୁର,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଯାଜପୁର ଜିଲ୍ଲା ବରୁଆଁ ଖରସ୍ରୋତାରେ ଅଜଣା ପୋକର ଆତଙ୍କ...

ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମିବାରେ ଲାଗିଛି।

ଭୁବନେଶ୍ୱର ,୦୯/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା...

ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା ମାମଲାରେ ଭିନ୍ନ ମୋଡ ଦେଖିବାକୁ ମିଳିଛି।

ବ୍ରହ୍ମପୁର,୦୮/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ହତ୍ୟା...

ଓଏସଆରଟି ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା l

ଢେଙ୍କାନାଳ,୦୮/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ...

Topics

ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେଉଛି ।

ଭୁବନେଶ୍ୱର,୦୮/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ...

ଗୁରୁଣ୍ଠିରେ ମୋରମ ମାଫିଆଙ୍କ ଆତଙ୍କରାଜ।

କୁକୁଡାଖଣ୍ଡି,୦୭/୧୧(ଇ .ରଞ୍ଜନ):-କୁକୁଡାଖଣ୍ଡି ତହସିଲ ଅଧୀନରୁ ପ୍ରତିଦିନ ଦିବାରାତ୍ର ବେଧଡକ ଭାବେ ମାଫିଆ...

କଟକରେ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ।

କଟକ,୦୭/୧୧(କଳିଙ୍ଗ ଜାଗରଣ ବ୍ୟୁରୋ):- କଟକରେ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ...
spot_img

Related Articles

Popular Categories

spot_imgspot_img