ବାଲେଶ୍ୱର,୩୦/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଯାତ୍ରୀବାହୀ ବସ୍ ର ପଛପଟୁ ଧକ୍କା ଦେଲା ମକା ବୋଝେଇ ଟ୍ରକ୍ । ‘ଦୁର୍ଘଟଣାରେ ବସ୍ ହେଲ୍ପରଙ୍କ ସମେତ ୩ ଜଣ ଗୁରୁତର ହୋଇ ବସ୍ତା ଡାକ୍ତରଖାନରେ ଭର୍ତ୍ତି । ଏବଂ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଟ୍ରକ୍ ଡ୍ରାଇଭରକୁ ଅଟକ ରଖିଛି ବସ୍ତା ଥାନା ପୋଲିସ।




