ନୂଆଦିଲ୍ଲୀ,(କଳିଙ୍ଗ ଜାଗରଣ ବ୍ୟୁରୋ):-ଜଣାଶୁଣା ଆମେରିକୀୟ ଆନାଲିଷ୍ଟ ତଥା ଭାରତୀୟ ବଂଶୋଦ୍ଭବ ଆସଲେ ଟେଲିସ୍ ଗୁଇନ୍ଦା ତଥ୍ୟ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି l ସେ ଆମେରିକାର ଜାତୀୟ ସୁରକ୍ଷା ସମ୍ପର୍କିତ ଫାଇଲ୍ ଚାଇନାକୁ ହସ୍ତାନ୍ତର କରିଥିବା ଅଭିଯୋଗରେ ଆମେରିକା ଗୁଇନ୍ଦା ସଂସ୍ଥା ତାଙ୍କୁ ଗିରଫ କରାଛି ।




