ପାରଳାଖେମୁଣ୍ଡି,(କଳିଙ୍ଗ ଜାଗରଣ ବ୍ୟୁରୋ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ବେଆଇନ ଭାବେ ବିକ୍ରୟ ହେଉଥିବା ଦୁଇଟି ବାଣ ଦୋକାନ ଉପରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ର ଚଢାଉ । ଚଢାଉବେଳେ ଗୋଟିଏ ଦୋକାନରୁ ୩୦ ଲକ୍ଷ ଓ ଅନ୍ୟ ଏକ ଦୋକାନରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଛି।

Hot this week
Free News - Where voices unite, stories flourish, and community thrives through open dialogue and meaningful connections.
Get important news delivered directly to your inbox and stay connected!