ବାଙ୍କୀ,୦୧/୧୦(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଢେଗୁଆ ଗ୍ରାମ ବଣ ବୁଦାରେ ଦେଶୀ ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗର ଚଢ଼ାଉ । ଚଢ଼ାଉ ବେଳେ ୭୦୦ ଲିଟର ଦେଶୀ ମଦ ଜବତ ସହ ୪୩୪୦ ଲିଟର ମଦ ପୋଚ ନଷ୍ଟ । ଏହା ସହ ମଦ ରନ୍ଧା ପାଇଁ ବ୍ୟବହୃତ ହେଉଥିବା ୨ଟି ଆଲୁମିନିୟମ ଡିସ୍କ ଜବତ ।



