କେନ୍ଦୁଝର ,୨୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- କେନ୍ଦୁଝର ଜିଲ୍ଲା ବଡବିଲ ଗାଁରେ ବିଷାକ୍ତ ସାପ କାମୁଡାରେ ମାଆ ଝିଅଙ୍କର ମୃତ୍ୟୁ । ମାଆ ଫୁଲମଣୀ ନାଏକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥଥିବା ବେଳେ ଠାକୁର ମୁଣ୍ଡା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଝିଅ ଯାତ୍ରୀ ନାଏକ ମୃତ୍ୟୁ ମୃତ୍ୟୁ ଘଟିଛି। ଫଳରେ ମାଆ , ଝିଅଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପିରିସ୍ଥିତି ସୃଷ୍ଟି ହୋଇଛି।




