ସୁନ୍ଦରଗଡ଼ ,୨୬/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍ କେ.ବଲାଙ୍ଗା ଥାନା ନିକଟରେ ଲୁହାପଥର ବୋଝେଇ ଟ୍ରକ୍ ସହ ଯାତ୍ରୀବାହୀ ବସ୍ ର ‘ମୁହାଁମୁହିଁ ଧକ୍କା ହେବ ଫଳରେ ବସ ରେ ଥିବା ୬ ଜଣଙ୍କର ମୃତ୍ୟୁ l ଏବଂ ୧୭ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ବସ୍ କଣ୍ଡକ୍ଟର ଓ ୪ ଜଣ ମହିଳା ।




