Thursday, June 4, 2026
13.7 C
London

ଡ଼ ନାରାୟଣ ମହାପାତ୍ର ନାଦଶ୍ରୀ ସମ୍ମାନ ରେ ସମ୍ବର୍ଦ୍ଧିତ l

ଭୁବନେଶ୍ୱର,୨୦/୯(ଲିପିକା ରାଉତ):-ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଶ୍ରୀ ଗୀତଗୋବିନ୍ଦର ସ୍ଥାନ ଓ ଆଲୋଚନା ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ ନାରାୟଣ ମହାପାତ୍ରଙ୍କୁ ନାଦଶ୍ରୀ ଓ ନୀଳାଦ୍ରୀ ଅଧ୍ୟ୍ୟତ୍ମିକ ଟ୍ରଷ୍ଟ ପକ୍ଷରୁ ନାଦଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି l ଏହି ଅବସରରେ ରବିନାରାୟଣ ମହାପାତ୍ର ମିନତି ସାହୁ,କରୁଣାକର ଜେନା, ରାଧାବଲ୍ଲଭ ସିଂ ସ୍ନେହ ଲତା ମହାପାତ୍ର ମଧ୍ୟ ସମ୍ବର୍ଦ୍ଧିତ ହୋଇ ଥିଲେ,ପ୍ରସିଦ୍ଧ କବି ଜୟଦେବଙ୍କ ପାଇଁ ଉତ୍ସର୍ଗିତ ଆଜି ରାତ୍ରିର କାର୍ଯ୍ୟକ୍ର ରେ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ ଭାସ୍କର ମିଶ୍ର, ଡ଼ ଗୁରୁ ପ୍ରସାଦ ମହାପାତ୍ର, ଶ୍ରୀ ଦେବ ପ୍ରସାଦ ଦାଶ ପ୍ରଫେସର ପ୍ରସନ କୁମାର ସ୍ୱାଇଁ ପଦ୍ମଶ୍ରୀ ଶ୍ୟାମା ମଣିଦେବି ସଭାପତି ଶାଶଙ୍କ ଶେଖର ରାଉତ ସମ୍ପାଦକ ଆଭା ଶତରୁପା ପତି ସର୍ବେଶ୍ୱର ବୈଠାରୁ ମୃତୁଞ୍ଜୟ ପଣ୍ଡା ପ୍ରମୁଖ ଯୋଗ ଦେଇ ଗୀତ ଗୋବିନ୍ଦ ବିଷୟରେ ଆଲୋଚନା କରାଯାଇଥିଲା l

ଏହି ସମ୍ମାନୀୟ ଅତିଥି ମାନେ ନିଜକୁ ନିଜେ ସମାଜରେ ବିଭିନ୍ନ କାର୍ଯ୍ୟରେ ପ୍ରତିଷ୍ଠିତ କରିଛନ୍ତି, ଗୀତ ଗୋବିନ୍ଦର ଏହି କାର୍ଯ୍ୟକ୍ରମରେ ଡ଼ ଧୀରାଜ ମହାପାତ୍ର ଡ଼ ସର୍ବେଶ୍ୱର ବୈଠାରୁ ଆଭା ଶତରୁପା ଲିପ୍ସା ମିଶ୍ର ଡ଼ ନୀଳାଦ୍ରୀ କଲ୍ୟାଣ ଦାସ ସୁଶ୍ରୀ ବିଜୟିନୀ ଶଶାଙ୍କ ଶେଖର ସାହୁ ପ୍ରମୁଖ ଭଜନ ପରିବେଷଣ କରିଥିଲେ l ଏହି ଗୀତ ଗୋବିନ୍ଦ ଭଜନ ଗୁଡିକ ଅତି ଉଚ୍ଚ କୋଟିର ହୋଇ ଥିଲା, ଉପସ୍ଥିତ ଦର୍ଶନ ମାନେ କଳାକାର ମାନଙ୍କୁ ତାଳି ମାରି ଉସ୍ଥାହିତ କରିଥିଲେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ l

Hot this week

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ଭୁବନେଶ୍ୱର,୦୩।୦୬(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ...

ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ବିପୁଳ ବିଜୟ ହାସଲ କରିଛି।

ନୂଆଦିଲ୍ଲୀ,୩୦।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ପଞ୍ଜାବ ପୌର ନିର୍ବାଚନରେ ଶାସକ ଆମ୍ ଆଦମୀ ପାର୍ଟି...

ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ ।

ବ୍ରହ୍ମପୁର ୨୬।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଆକ୍ସନ ମୋଡ଼ରେ ବ୍ରହ୍ମପୁର ପୋଲିସ । ପ୍ଲଟ୍...

ଵ୍ରହ୍ମପୁରରେ ପୁଣି ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୃବୁତ୍ତ l

ଵ୍ରହ୍ମପୁର,୨୫।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଵ୍ରହ୍ମପୁର ବଡବ୍ଜ଼ାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ଛକ ବିଚ...

ଡାଇମଣ୍ଡ’ ନାମକ ବସ୍ ସହ ଅଟୋର ମୁହାଁମୁହିଁ ଧକ୍କା,୬ ଜଣଙ୍କର ମୃତ୍ୟୁ l

ବ୍ରହ୍ମପୁର ୨୩।୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ‘ଡାଇମଣ୍ଡ’...

Topics

ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ର ଏନକାଉଣ୍ଟର l

ବ୍ରହ୍ମପୁର,୨୧।୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରି ରୋଡରେ ଉମେଶ ରଥ ନାମକ ଯୁବକକୁ...

ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ l

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଗିରିରୋଡର ଗୀତାଭବନ ସମ୍ମୁଖ ରାସ୍ତାରେ ପୂର୍ବ ଶତ୍ରୁତାକୁ...

ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୨ନାବାଳକକୁ ଅଟକ ରଖିଛି ।

ବ୍ରହ୍ମପୁର,୧୯/୦୫(କଳିଙ୍ଗ ଜାଗରଣ ବ୍ୟୁରୋ):--ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ସ୍ଥାନୀୟ ଓମ୍ ନଗର...
spot_img

Related Articles

Popular Categories

spot_imgspot_img