ବିଶ୍ଵକର୍ମା ପୁଜା ଓ ମାଙ୍କ ନାମରେ ଗୋଟେ ବୃକ୍ଷ ରୋପଣ କଲେ ସାଂସଦ, ବିଧାୟକ l

କୁକୁଡ଼ାଖଣ୍ଡି,୧୮/୯(ଇ.ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠି ଗ୍ରସ୍ତରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରଥମେ ଗ୍ରାମରେ ଥିବା ବିଶ୍ଵକର୍ମା ମନ୍ଦିରରେ ପହଞ୍ଚି ବିଶ୍ଵକର୍ମାଙ୍କ ଦର୍ଶନ ସାରି ପ୍ରଧାନମନ୍ତ୍ରୀଙ୍କର ୭୫ତମ ଜନ୍ମ ଦିନ ଅବସର ରେ ବୃକ୍ଷ ରୋପଣ ଅନୁଷ୍ଟିତ କରାଯାଇଥିଲା l ପରେ କୁକୁଡ଼ାଖଣ୍ଡି ଅନ୍ତର୍ଗତ ବାଉଁଶୀୟା ପଲ୍ଲୀ ନିକଟରେ ସରକାରଙ୍କ ପକ୍ଷରୁ ଏକ ପେଡ ମା କେ ନାମ କାର୍ଯକ୍ରମ ରେ ପହଞ୍ଚି l ପ୍ରଧାନ ମନ୍ତ୍ରୀଙ୍କ ୭୫ତମ ଜନ୍ମଦିନ ଅବସରରେ ଭାରତବର୍ଷ ରେ ବିଭିନ୍ନ ପ୍ରାନ୍ତରେ ସରକାରଙ୍କ ଦ୍ବାରା ଆୟୋଜିତ ମହତ୍ତ୍ୱ ଉଦେଶ୍ୟ ନେଇ ଗୋଟେ ଚାରା ମାଙ୍କ ନାମ ରେ ରୋପଣ ସହ ବୃକ୍ଷର ମହତ୍ତ୍ୱ ଉପରେ ମଞ୍ଚରେ ସମ୍ବଦିତ କରିଥିଲେ l ପରେ ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ପ୍ରଥମେ ବାଇଗଣବାଡି ଏବଂ କୁକୁଡ଼ାଖଣ୍ଡି ରେ ବୃକ୍ଷ ରୋପଣ କରିଥିଲେ l

ଏହି କାର୍ଯକ୍ରମ ରେ ବିଡିଓ ପଲ୍ଲବୀ ସ୍ବାଇଁ, ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ସମାଜ ସେବୀ କାପଲ ବିକ୍ରମ,ଗୁରୁଣ୍ଟୀ ସରପଞ୍ଚ ବି ମାଗତା ପାତ୍ର, ରଙ୍ଗେଇଲୁଣ୍ଡl ବ୍ଲକ ସାଂସଦ ପ୍ରତିନିଧି ଏନ ଗଙ୍ଗାଧର ପାତ୍ର,ଆଙ୍କୁସପୁର ସମିତିସଭ୍ୟ ପ୍ରତିନିଧି ସୁରେଶ ସେଠୀ, ବିଶିକେସନ ମଇଲୀ, ହୁଗୁଳlପଟ୍ଟା ସରପଞ୍ଚ ବି ବାପେୟା ପାତ୍ର, କୁକୁଡ଼ାଖଣ୍ଡି ସାଂସଦ ପ୍ରତିନିଧି ସନ୍ତୋସ ଚୌଧୁରି, କୁକୁଡ଼ାଖଣ୍ଡି ସରପଞ୍ଚ ବନ୍ଦନା ସେଠୀ, ବାଲିପଡl ସରପଞ୍ଚ ଝିଲୀ ସେଠୀ, ସନାତନ ସଂଗ୍ରାମ ସିଂ, ସମାଜ ସେବୀ ଉଦୟ ବେହେରା, ରଜତ ପାତ୍ର, ଟୁକୁନା ସେଠୀ, ଜିତେନ୍ଦ୍ର ସେଠୀ ଙ୍କ ସମେତ ବହୁ ବ୍ଲକ କର୍ମଚାରୀ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Hot this week

ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା ପାର ବେଳେ ଦୁର୍ଘଟଣା ।

ବ୍ରହ୍ମପୁର ୧୭।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ରାସ୍ତା...

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା l

କୁକୁଡାଖଣ୍ଡି,୧୪।୦୭(ଇ ରଞ୍ଜନ ):-କୁକୁଡାଖଣ୍ଡି ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର...

ଯୁବକଙ୍କୁ ବନ୍ଦ କୋଠରୀରେ ନିର୍ମମ ମାଡ଼ ମାରିବା ଭିଡିଓ ଭାଇରଲ ପରେ ମୁଖ୍ୟ ଅଭିଯୁକ୍ତ ଅରୁପ ଗିରଫ l

ବ୍ରହ୍ମପୁର,୧୩|୦୭(ଇ ରଞ୍ଜନ):-କୁକୁଡାଖଣ୍ଡି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମାଡ଼ ଭିଡିଓ ଘଟଣାରେ...

ପୋଡ଼ାମପେଟାରେ ତିନି ମାସିଆ ଯୋଗ ପ୍ରଶିକ୍ଷଣ ଶିବିର l

ଗଞ୍ଜାମ,୧୦।୭(ଋଷିକେଶ ବେହେରା):-lଗଞ୍ଜାମ ବ୍ଲକ ସ୍ଥିତ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଜନ...

୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି ।

ନବରଙ୍ଗପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୨...

Topics

ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା ନିଜ ଶଶୁର ଘରେ ପେଟ୍ରୋଲ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି।

ବ୍ରହ୍ମପୁର,୧୦।୭(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡ଼ା ଅଂଚଳରେ ମହିଳା...

କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ l

ଭୁବନେଶ୍ୱର,୦୯।୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-କେଜିରୁ ପିଜି ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ...

୧୧୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ପକ୍କା ଘର ଆବଣ୍ଟନ ହୋଇଛି ।

ଭୁବନେଶ୍ୱର,୦୮|୦୭(କଳିଙ୍ଗ ଜାଗରଣ ବ୍ୟୁରୋ):-ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଆଜି ୧୧୪...
spot_img

Related Articles

Popular Categories

spot_imgspot_img