ନୂଆଦିଲ୍ଲୀ,୦୩/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ଆଫଗାନିସ୍ତାନରେ ଘଟିଥିବା ଶକ୍ତିଶାଳୀ ଭୂମିକମ୍ପରେ ଏପର୍ଯ୍ୟନ୍ତ ୧୪୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ୫୪୧୨ ରୁ ଅଧିକ ଘର ଭୂମିକମ୍ପରେ ପ୍ରଭାବିତ ହୋଇଥିବାବେଳେ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିସହ ଅନେକ ଭଗ୍ନାବଶେଷ ତଳେ ଫସି ରହିଥିବା ସୂଚନା ମିଳିଛି। । ଏହା ବ୍ୟତୀତ,ଭାରତୀୟ ମିଶନ ଅଧୀନରେ ୧୫ ଟନ୍ ଖାଦ୍ୟ ସାମଗ୍ରୀ ପଠାଯାଇଛି।