ଭୁବନେଶ୍ୱର,୨୯/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ-ସାତପଡ଼ା ଜାତୀୟ ରାଜପଥ ରାୟପୁର ଛକ ନିକଟରେ ଅଟୋ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା l ଏଥିରେ ଅଟୋ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ କାରରେ ଥିବା ଡ୍ରାଇଭରଙ୍କ ସମେତ ତିନି ଜଣ ଗୁରୁତର ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ଏବଂ ମୃତ ଅଟୋ ଚାଳକ ହେଲେ ଅରଖକୁଦା ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁର ସ୍ୱରାଜ୍ୟ ବେହେରା।