ନୟାଗଡ଼,୧୮/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ପାଇପ ବୋଝେଇ ଟ୍ରକ ଓଭର ବ୍ରିଜ୍ ମାଟି ଗଦାରେ ପିଟି ହେବା ଫଳରେ ଟ୍ରକ ଚାଳକଙ୍କ ଚାପି ହୋଇ ମୃତ୍ୟୁ l ଓ ହେଲପର ସ୍ଥାନୀୟ ମେଡିକାଲରେ ଭତ୍ତି । ଉକ୍ତ ପାଇପ ବୋଝେଇ ଟ୍ରକଟି କଲିକତାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।