Friday, September 12, 2025
18.7 C
London

କଣ୍ଟେନରକୁ ଧକ୍କା ଦେଲା ଏକ ପିକଅପ୍ ଭ୍ୟାନ୍,୧୦ ଜଣଙ୍କର ମୃତ୍ୟୁ l

ନୂଆଦିଲ୍ଲୀ,୧୪/୦୮(କଳିଙ୍ଗ ଜାଗରଣ ବ୍ୟୁରୋ):- ରାଜସ୍ଥାନର ଦୌସା ମନୋହରପୁର ଜାତୀୟ ରାଜପଥରେ ଛିଡା ହୋଇଥିବା କଣ୍ଟେନରକୁ ଧକ୍କା ଦେଲା ଏକ ପିକଅପ୍ ଭ୍ୟାନ୍ l ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ୨୨ ଜଣ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ରାଜସ୍ଥାନର ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରୁ ଦର୍ଶନ ସାର ପିକଅପ୍ ଭ୍ୟାନ ଯୋଗେ ଫେରୁଥିଳେ । ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି ।

ନିମାପଡା,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି...

ନେପାଳରେ ଫସି ରହିଛନ୍ତି ୨୩ ଜଣ ଓଡିଆ ।

ନେପାଳ,୧୧/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ନେପାଳରେ ହିଂସା ଜାରି ଥିବାବେଳେ ନେପାଳର ପଶୁପତିନାଥ ଦର୍ଶନ...

ଫୁଲଟା ଗଣେଷ ବିସର୍ଜନ ରେ ଡିଜେ ଘମାଘୋଟ, ବଜରଙ୍ଗୀ ଡିଜେ ଜବତ୍।

ବ୍ରହ୍ମପୁର,୦୯/୯(ଇ ରଞ୍ଜନ):- ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗ୍ରାମ...

କୁକୁଡ଼ାଖଣ୍ଡି କଂଗ୍ରେସ ପକ୍ଷରୁ ସଙ୍ଗଠନ ସୁଜନ୍ ଅଭିଯାନ ଅନୁଷ୍ଟିତ l

କୁକୁଡ଼ାଖଣ୍ଡି ,୦୯/୯(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ ନିକଟରେ ଆଜି...

Topics

ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍ ରେ ଦକ୍ଷିଣ କୋରିଆକୁ ୪-୧ରେ ହରାଇ ଭାରତ ବିଜୟ ମୁକୁଟ ପିନ୍ଧିଛି।

ନୂଆଦିଲ୍ଲୀ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):-ପୁରୁଷ ହକି ଏସିଆ କପ୍ ୨୦୨୫ ଫାଇନଲ୍ ମ୍ୟାଚ୍...

ଯାତ୍ରୀବାହୀ ଅଟୋକୁ ଆକ୍ରମଣ କଲା ହାତୀ ପଲ ।

ମୟୂରଭଞ୍ଜ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ...

ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ଉଦ୍ଧାର ହୋଇଛି।

ଅନୁଗୁଳ ,୦୮/୯(କଳିଙ୍ଗ ଜାଗରଣ ବ୍ୟୁରୋ):- ଅନୁଗୁଳ ସଦର ଥାନା ଅଂଚଳରେ ଜଣେ...
spot_img

Related Articles

Popular Categories

spot_imgspot_img