ଜଗତସିଂହପୁର ,୧୧/୮କଳିଙ୍ଗ ଜାଗରଣ ବ୍ୟୁରୋ):- ଜଗତସିଂହପୁର କରେଇ ହାଟ ନିକଟରେ ଅପରାଧ ଘଟାଇବା ପାଇଁ ବୋମା ନେଇ ଯିବା ବେଳେ ଅପରାଧୀର ହାତରେ ଫୁଟିଗଲା ବୋମା । ସେ ଗୁରୁତର ହେବାରୁ ଅନ୍ୟ ସହଯୋଗୀମାନେ ତାକୁ ସେଠାରେ ଛାଡି ଫେରାର ।ଏବଂ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବୋମା ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।