Sunday, August 10, 2025
13.9 C
London

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ବେହେରା କୁ ପୁଲିସ ଗିରଫ କରିଛି।

ପଟ୍ଟାମୁଣ୍ଡାଇ,୦୮/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ବେହେରା କୁ ପୁଲିସ ଗିରଫ କରିଛି। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରହୋଇଥିବାବେଳେ ତାକୁ ପୁଲିସ ଚେନ୍ନାଇରୁ ଗିରଫ କରିଛି । ସେପଟେ ପୁଲିସ ଅଭିଯୁକ୍ତର ବାପା, ବୋଉ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଜେରା କରିଛି।

Hot this week

ବଧିର ବିଦ୍ୟାଳୟର ଦୃଷ୍ଟିହୀନ ଓ ଶ୍ରବଣହୀନ ଛାତ୍ରଛାତ୍ରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ରାକ୍ଷୀ ବାନ୍ଧିଲେ।

ବ୍ରହ୍ମପୁର,୦୯/୮(ସପନ ଦାସ):-ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶେରଗଡ ବ୍ଲକ ଅନ୍ତର୍ଗତ ବାକିଲିକଣା...

ଅଜଣା ଗାଡ଼ି ଧକ୍କାରେ ଜଣେ ବିଏସଏଫ ଯବାନଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ।

ନୂଆପଡ଼ା,୦୯/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ନୂଆପଡ଼ା ଜିଲ୍ଲା କୋମନା ଥାନା କ୍ରିଷ୍ଣ ଛକ ନିକଟରେ...

ସି ଆର ପି ଏଫ୍ ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ।

ଭୁବନେଶ୍ୱର,୦୯/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ଦୀଘା ନିକଟ...

ଆଜି ପବିତ୍ର ରାଖି ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି ଟଙ୍କା।

ଭୁବନେଶ୍ୱର,୦୯/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ପବିତ୍ର ରାଖି ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ...

Topics

spot_img

Related Articles

Popular Categories

spot_imgspot_img