ବାଲେଶ୍ୱର,o୬/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ଜଣେ ବ୍ରାଉନସୁଗର ବେପାରୀ ଗିରଫ ସହ ତା’ନିକଟରୁ ୧୪୦ଗ୍ରାମ ଓଜନର ବ୍ରାଉନସୁଗର ଜବତ । ଏବଂ ବ୍ରାଉନସୁଗର ବେପାରୀ ଜଣକ ସ୍ଥାନୀୟ ଅଂଚଳର ଜଗଦ୍ଦୀଶ ପାଣିଗ୍ରାହୀ ହୋଇଥିବା ବେଳେ ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୧୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୂଚନା ।