Wednesday, August 6, 2025
17.8 C
London

୨୪୧୫ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୨୬୪୫ ଲିଟର ଗୁଡ ପୋଚ ନଷ୍ଟ ।

ଆଠଗଡ,o୩/୮(କଳିଙ୍ଗ ଜାଗରଣ ବ୍ୟୁରୋ):-କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଅବକାରୀ ବିଭାଗର ଚଡାଉ ବେଳେ ୧୫ରୁ ଅଧିକ ବେଆଇନ ମଦଭାଟିଗୁଡିକୁ ଭଙ୍ଗାଯାଇଛି। ଏଥି ସହିତ ଜଙ୍ଗଲ ମଧ୍ୟରେ ଶହ ଶହ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ୨୪୧୫ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୨୨୬୪୫ ଲିଟର ଗୁଡ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି।

Hot this week

ବ୍ରହ୍ମପୁର ଏ ମ କେ ସି ଜି ରେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ନବଜାତକଙ୍କୁ ଅକ୍ସିଜେନ୍l

ବ୍ରହ୍ମପୁର,୦୫/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ବ୍ରହ୍ମପୁର ଏ ମ କେ ସି ଜି ରେ...

ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତଙ୍କ ଆକ୍ରମଣ ।

ଖଲ୍ଲିକୋଟ,୦୫/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ଗଂଜାମ ଜିଲ୍ଲା ଖଲ୍ଲିକୋଟ ମାଟିଆ ସାହି ଛକରେ ଜଣେ...

ଜଣେ ଯୁବକଙ୍କ ଠାରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ ।

ବାଲେଶ୍ୱର,୦୫/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଧୀନ ଦୁଡ଼ପଳ ଗାଁ...

ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଲଘୁଚାପରେ ପରିଣତ ହେବ l

ଭୁବନେଶ୍ୱର,୦୫/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଆସନ୍ତା ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ...

Topics

ଜେଲ୍ ଗଲେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ମହାନ୍ତି।

କଟକ,o୪/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ଜେଲ୍ ଗଲେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ...

ଆନ୍ଧ୍ର ପ୍ରଦେଶ ପଥର ଖାଦାନ ବିସ୍ଫୋରଣ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୮କୁ ବଢିଲା ।

ବ୍ରହ୍ମପୁର,o୪/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ଆନ୍ଧ୍ର ପ୍ରଦେଶ ପଥର ଖାଦାନ ବିସ୍ଫୋରଣ ଘଟଣାରେ ଓଡ଼ିଆ...

ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ।

ନବରଙ୍ଗପୁର ,o୪/୮(କଳିଙ୍ଗ ଜାଗରଣ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ...
spot_img

Related Articles

Popular Categories

spot_imgspot_img