Sunday, August 3, 2025
21.2 C
London

ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ଘୋଷଣା ହୋଇଛି l

ଭୁବନେଶ୍ୱର,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଜାତୀୟ ପୁରସ୍କାର ଘୋଷଣା ହୋଇଛି l ଏହା ଓଡିଶା ଏବଂ ଓଡ଼ିଆ ସିନେ ଜଗତ ପାଇଁ ଗର୍ବ ଏବଂ ଗୌରବର ବିଷୟ । ଫଳରେ ସିନେମାର ଅଭିନେତା ଏବଂ ପ୍ରଡକସନ ହାଉସକୁ ଶୁଭେଚ୍ଛାର ସୁଅ ଛୁଟିଛି । ସେପଟେ ଓଡ଼ିଆ ଫିଲ୍ମ ‘ପୁଷ୍କରା’ ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଆଣିଥିବା ନେଇ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Hot this week

ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି କୃଷକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ।

ନୂଆଦିଲ୍ଲୀ,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ ।

ଆଠଗଡ,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଠଗଡ ନିକଟବର୍ତ୍ତୀ ଆଙ୍କୁଲାଠାରେ ଭାରସାମ୍ୟ ହରାଇ ରାସ୍ତା...

ଟ୍ରକ୍ ର ପଛକୁ ପିଟିଲା ଓଏସ୍ଏପି ଯବାନଙ୍କ ନେଇ ଯାଉଥିବା ଭ୍ୟାନ୍ ।

ଅନୁଗୁଳ,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଅନୁଗୁଳ ୫୫ନ ଜାତୀୟ ରାଜପଥ ଜରପଡା ନିକଟରେ...

ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି l

ଭୁବନେଶ୍ୱର ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- ଚଳିତ ବର୍ଷ ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ...

Topics

କଟକରୁ ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍ ସିରପ୍ ଜବତ ।

କଟକ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- କଟକରୁ ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍...

କନ୍ଧମାଳ ଜିଲ୍ଳା ନିଶା ବିନାଶ କମିଟି ପକ୍ଷରୁ ପ୍ରାୟ ୧୨୬୫ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟl

କନ୍ଧମାଳ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- କନ୍ଧମାଳ ଜିଲ୍ଳା ନିଶା ବିନାଶ କମିଟି ପକ୍ଷରୁ...

(ଓଟିଇଟି) ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ଜଣଙ୍କୁ ଗିରଫ କରିଛି l

ଭୁବନେଶ୍ୱର ,୦୧/୮((କଳିଙ୍ଗ ଜାଗରଣ ବ୍ୟୁରୋ):- ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି)...
spot_img

Related Articles

Popular Categories

spot_imgspot_img