ଆଠଗଡ,୦୨/୮(କଳିଙ୍ଗ ଜାଗରଣ ବ୍ୟୁରୋ):- ଆଠଗଡ ନିକଟବର୍ତ୍ତୀ ଆଙ୍କୁଲାଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଆଠଗଡ ପୁଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଟ୍ରକ ଚାଳକକୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏବଂ ଉକ୍ତ ସିମେଣ୍ଟ ବୋଝେଇ ଟ୍ରକଟି ଖୁଣ୍ଟୁଣୀଠାରୁ ଆଠଗଡ ଆସୁଥିଲା।